STORYMIRROR

ଗୁରୁ ଶବ୍ଦ ର...

ଗୁରୁ ଶବ୍ଦ ର ଅର୍ଥ ପଥପ୍ରଦର୍ଶକ। ସିଏ ବାପା ହେଉ କି ମାଆ, ଜ୍ଞାନଦାତା ହେଉକି ବୟୋ ଜ୍ୟେଷ୍ଠ ,ନିଜେ ରାସ୍ତା ଭଳି ଗୋଟିଏ ସ୍ଥାନରେ ରୁହନ୍ତି , ଆଉ ଆମକୁ ସାହସ , ବୁଦ୍ଧି ଦିଅନ୍ତି ଆଗକୁ ବଢ଼ିବାକୁ।

By Bishnoswari Patra
 84


More oriya quote from Bishnoswari Patra
1 Likes   0 Comments