STORYMIRROR
ଗୁରୁ...
ଗୁରୁ ମହିମା
ସଦ୍...
ଗୁରୁ...
“
ଗୁରୁ ମହିମା
ସଦ୍ ଗୁରୁ ପରା ତିନି ଦିଅଁ ସମ
ଗୁରୁ ନାମ ସୁଧା ରସ
ତାଙ୍କରି ଆଶିଷେ ହୁଏ କାର୍ଯ୍ୟସିଦ୍ଧି
ଗୁରୁ ନିନ୍ଦା ନର୍କେ ବାସ ।
କ୍ଷିତୀଶ ଜେନା
କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର
”
37
More oriya quote from Kshitish Jena
Download StoryMirror App