STORYMIRROR
ଗଲେ...
ଗଲେ ଯାଉ ପଛେ ମାନ...
ଗଲେ ଯାଉ ପଛେ...
“
ଗଲେ ଯାଉ ପଛେ ମାନ ମହତ କି
ଗଲେ ଯାଉ ପଛେ ଜୀବ
ଜୀବ ଥିବା ଯାଏ ଭୁଲିହୁଏ କାହିଁ
ସେହି ସୁମଧୁର ଭାବ....
ଯେବେ ଲାଗେ ଯେ ଭାବ ବିହୁନେ ଶବ....।
ନିତ୍ୟାନନ୍ଦ
”
13
More oriya quote from Nityananda Behera
Download StoryMirror App