STORYMIRROR

ଗଗନେ ଉଡନ୍ତା...

ଗଗନେ ଉଡନ୍ତା ପକ୍ଷୀକୁ ପଚାର କି ଅଟଇ ସ୍ବାଧୀନତା ଜଙ୍ଗଲେ ଗର୍ଜନ୍ତି ସିଂହଙ୍କୁ ପଚାର କି ଅଟଇ ସ୍ୱାଧୀନତା ପଚାର କେବେ ସେ ଚପଳା ନଈକୁ କି ଅଟଇ ସ୍ବାଧିନତା ସ୍ବାଧୀନତା ଅଟେ ସେ ଅମୋଘ ଅସ୍ତ୍ର ଯେ ଭାଙ୍ଗେ ସବୁ ନୀରବତା। ପପୁ ପରିଡା

By Papu parida
 161


More oriya quote from Papu parida
5 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments