STORYMIRROR
ଗେଣ୍ଡୁ...
ଗେଣ୍ଡୁ ଗଛରେ ମାଈ...
ଗେଣ୍ଡୁ ଗଛରେ...
“
ଗେଣ୍ଡୁ ଗଛରେ ମାଈ ଫୁଲଟି ଫୁଟିଲେ ଖୁସିଲାଗେ ,ଭଣ୍ଡା ଗଛରେ ମାଈ କଢ ଧରିଲେ ଖୁସିଲାଗେ, ଗାଇ ପେଟରୁ ମାଈ ବାଛୁରୀଟି ଜନମିଲେ ଖୁସି ଲାଗେ ତାହାହେଲେ ନାରୀ ଗର୍ଭରୁ କନ୍ୟାରତ୍ନଟିଏ ଜନମ ହେଲେ ସେ କାହିଁକି ଅଲୋଡା ହୋଇଯାଏ ?? ବାଃ ବାଃ ରେ କି ବିଚିତ୍ର ଦୁନିଆ !!
ଡଃ ଝରଣା ଶତପଥୀ
”
269
More oriya quote from Dr Jharana Satapathy
Download StoryMirror App