STORYMIRROR
ଏତିକି...
ଏତିକି ରେ ଇତି ହେଉ...
ଏତିକି ରେ...
“
ଏତିକି ରେ ଇତି ହେଉ ମହାବାହୁ
ଏତିକି ରେ ଇତି ହେଉ
ତୁମ୍ଭ ଦୟାବଳେ ଏ ଘୋର ସଙ୍କଟୁ
ତୁମ୍ଭ ସୃଷ୍ଟି ରକ୍ଷା ହେଉ ା
ଏତିକି କରୁଣା ହେଉ ମହାବାହୁ
ଏତିକି କରୁଣା ହେଉ
ମନୁଷ୍ୟ ର ଦୂ8ଖ ପ୍ରବଳ ହେଲାଣୀ
କୋରୋନା ବାହୁଡି ଯାଉ ା
-Alhadini-
”
354
More oriya quote from Alhadini Panigrahi dash
Download StoryMirror App