STORYMIRROR

ଏତେ ଆଶାନେଇ...

“ ଏତେ ଆଶାନେଇ ତୁମ୍ଭରି ଚରଣୁ ନିରାଶେ ଫେରିବି ନାହିଁ ..... ଦିନେ ନା ଦିନେ ତ, ନିଶ୍ଚୟ ଆଶିବ ମୋ ପ୍ରେମର ମାନ ରଖିବାପାଇଁ ।। ନୟନ ପଥରେ ,ଝରି ଝରି ଯାଏ ଆଶାର କୁସୁମ ବାରି...... ତୁମ୍ଭ ଆଗମନ "ପ୍ରତୀକ୍ଷା" କୁ ଭାଳି, ନାଚଇ ମନ 🦚 ମୟୁରୀ.....।। ମୁଁ ତୁମ ଶାମୁକା 🐚 ତୁମେ ମୋ ମୁକୁତା ଶାମୁକା, ମୁକୁତା କେତେ ବା ଦୂରେ ଜାଣଇ ମୁଁ ସଦା , ସେହିପରି ଭାବେ ତୁମେଅଛ ରହି ମୋର ଅନ୍ତରେ  ।। ଦୂର ଦିଗବଳୟକୁ "ଦୂର ଦୃଷ୍ଟି " ଦେଇ ଦେଖ ଥରେ ଘନଶ୍ୟାମ,.....ନୟନ ପୂରାଇ ମାୟାର ସଲ୍ଲିଳ ସମାଧ ”

By Sashmita Panda
 19


More oriya quote from Sashmita Panda
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments