STORYMIRROR
ଏଇ...
ଏଇ ଦେଖ !
ମାଳ...
ଏଇ ଦେଖ !
...
“
ଏଇ ଦେଖ !
ମାଳ ମାଳ ମେଘ
ଏବେ ଭ୍ରମଣ କରୁଛି
ଆକାଶର ଦେହସାରା
କିଛି ମୁହୂର୍ତ୍ତପରେ
ବତୁରି ଯିବ ମାଟି
ଉଠିଯିବ ତାତି
ମହକି ଉଠିବ ଗାଁ ଆମ
ସବୁଜର ରଂଗରେ ।।
”
216
More oriya quote from Dr. Shiba Prasad Tripathy
Download StoryMirror App