STORYMIRROR
ଏ !...
ଏ ! ତମେ ଜାଣିଛ ?...
ଏ ! ତମେ...
“
ଏ ! ତମେ ଜାଣିଛ ?
ସେ ମନ୍ଦିର ଆଗରେ ବସିଥିବା ଭିକାରୁଣୀ
ଏବେ ଗଣ୍ଠିଲିଏ ଗଣ୍ଠିଲିଏ ଦୁଃଖର ମାଲିକିଆଣି
ମୁଠାଏ ଖୁସି ତା ପାଇଁ ଆଜି ସ୍ୱପ୍ନ ହେଇଯାଇଛି
କାରଣ ,
କୋଉ ଗୋଟେ ଅଜଣା ସିନ୍ଧୁକରେ ତା ସୁଖ ତାଲା ପଡିଯାଇଛି ।
”
89
More oriya quote from Jyotiranjan barik
Download StoryMirror App