STORYMIRROR

ଏ ଜୀବନ ଏକ...

ଏ ଜୀବନ ଏକ ରଥ ହେଲେ ,ମନ ତାର ସାରଥୀ । ଯେଉଁ ରଥ ର ସାରଥୀ ଯେତେ ନିପୁଣ ,ସେ ରଥରେ ରଥୀ ର ଜୀବନ ଯୁଦ୍ଧରେ ଜିତିବାର ସମ୍ଭାବନା ସେତେ ଅଧିକ ।

By Anupam Dalai
 251


More oriya quote from Anupam Dalai
13 Likes   0 Comments