STORYMIRROR

ଏ ଜିବନ...

ଏ ଜିବନ ଗୋଟିଏ ରଂଗ ମଞ୍ଚ । ଆଉ ଆମେ ଜଣେ ଜଣେ କଳାକାର । ଆମ ଅଭିନୟ ସରିଗଲା ପରେ ଆମେ ଏ ସୁନ୍ଦର ପୃଥିବୀରୁ ବିଦାୟ ନେବା। ତେଣୁ କାହା ମନରେ କଷ୍ଟ ନ ଦେଇ ସମସ୍ତ ଙ୍କୁ ଭଲପାଇବା ‌ର‌‌‌ ଡୋରି ରେ ବାନ୍ଧି ରଖ। ଏହା ଆମ ଜୀବନ‌ ଜିଇଁ ବା ର‌ ଗୁରୁତ୍ୱ ବହନ କରିବ।🙏🏻🙏🏻🙏👍

By MITALI SAHOO
 16


More oriya quote from MITALI SAHOO
0 Likes   0 Comments