STORYMIRROR
ଏ...
ଏ ଭାଗ୍ୟଟା ବି ବଡ...
ଏ ଭାଗ୍ୟଟା...
“
ଏ ଭାଗ୍ୟଟା ବି ବଡ ଅଜବ
ଏ ଦୁନିଆର ହଜାରେ ଭିଡ ଭିତରୁ
ଏ ହୃଦୟଟା କେବଳ ଜଣକୁ ହିଁ ପସନ୍ଦ ଆସେ
କିନ୍ତୁ ବିଡ଼ମ୍ବନାର ବିଷୟ
ସେ ଜଣକ କେବଳ ହୃଦୟରେ ହିଁ ଥାଏ
ଭାଗ୍ୟରେ ଅଛି କି ନାହିଁ କହି ହେବନି.....
”
13
More oriya quote from Anuja Behera
Download StoryMirror App