STORYMIRROR

ଦୂର ଲୋକ...

ଦୂର ଲୋକ ହିତାକାଂକ୍ଷୀ ନିଜ ଶରୀର ଭିତରେ ଥିବା ରୋଗ ନିଜର କ୍ଷତି କଲା ପରି ନିଜ ପାଖ ଲୋକ ବେଳେବେଳେ ଆମର ଅନିଷ୍ଟ କରିଥା'ନ୍ତି। ମାତ୍ର ସୁଦୂର ଔଷଧିୟ ବୃକ୍ଷର ଔଷଧ ଆମର ରୋଗ ଭଲ କଲାପରି ଦୂରରେ ଥିବା ଲୋକମାନେ ଆମର ଉପକାରରେ ଆସିଥା'ନ୍ତି । କ୍ଷିତୀଶ ଜେନା କଣ୍ଟିଗଡ଼ିଆ, ଧର୍ମଶାଳା, ଯାଜପୁର

By Kshitish Jena
 82


More oriya quote from Kshitish Jena
0 Likes   0 Comments
0 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments