STORYMIRROR

ଦୂବ ପରି...

“ ଦୂବ ପରି କଅଁଳ ଜହ୍ନର ଜୋଛନା ପରି ଶୀତଳ ଫୁଲ ପରି କୋମଳ ନଈ ପରି ନିର୍ମଳ କେଉଁ ଜନମ ର ପୁଣ୍ୟ ଫଳ ମାଁ ତୁମେ ଆମ ଜୀବନେ ଆସିଲ । ”

By Lingraj Majhi
 263


More oriya quote from Lingraj Majhi
24 Likes   0 Comments
19 Likes   0 Comments