STORYMIRROR

ଦୁନିଆରେ...

ଦୁନିଆରେ ସବୁଠୁ ବଡ଼ ଗୁରୁ ହେଲା ସମୟ ଯିଏକି ସମୟ ଅତିକ୍ରାନ୍ତ କରୁ କରୁ ସବୁକିଛି ଶିଖାଇଦେଇଥାଏ ସମୟ ବଡ଼ ବଲଵାନ, ଯେମିତି ଭଲ ସମୟ ଆସିଲେ ମାଟି ମଧ୍ୟ ସୁନା ହୋଇ ଯାଏ ସମୟ ଖରାପ ପଡିଲେ ସୁନା ବି ମାଟି ହୋଇଯାଏ ମୋ ଭାବନା,ମୋ ଜୀବନ କୁ କିଏ କିଏ ଆସିବ ଆଉ କିଏ କିଏ ମୋତେ ଛାଡିଯିବେ ତାହା ନିହାତି ସମୟ ଧାର୍ଯ୍ୟ କରିଥାଏ l କିନ୍ତୁ ସେମାନେ କେମିତି ମୋ ସହ ସମ୍ପର୍କ ରଖିବେ ତାହା ସମୟ ସହ ମୋ ବ୍ୟବହାର ଠିକ କରିଥାଏ

By sangram keshari nayak
 284


More oriya quote from sangram keshari nayak
13 Likes   0 Comments
22 Likes   0 Comments