STORYMIRROR
ଦୁଆର...
ଦୁଆର ଆଗରେ ବାଟ...
ଦୁଆର ଆଗରେ...
“
ଦୁଆର ଆଗରେ ବାଟ ଚାହିଁ ମୁଁ ଆଉ ବସୁନି..
ଡାକବାଲାର ଡାକ କାହିଁ ଆଉ ଶୁଭୁନି...
ମନେ ମନେ ଚିଠି କଥା ଭାବି ମୁଁ ଆଉ ହସୁନି...
ବାଡ଼ି ପଟ ଆମ୍ବ ଗଛରେ ହଳଦୀ ବସନ୍ତ ଆଉ ବସୁନି..
ନା ଚିଠି ଆଉ ଆସୁନି....
ଚିଠି ଆଉ ଆସୁନି...।
”
125
More oriya quote from SUBHADRA JENA
Download StoryMirror App