STORYMIRROR

ଦୁଆର ଆଗରେ...

ଦୁଆର ଆଗରେ ବାଟ ଚାହିଁ ମୁଁ ଆଉ ବସୁନି.. ଡାକବାଲାର ଡାକ କାହିଁ ଆଉ ଶୁଭୁନି... ମନେ ମନେ ଚିଠି କଥା ଭାବି ମୁଁ ଆଉ ହସୁନି... ବାଡ଼ି ପଟ ଆମ୍ବ ଗଛରେ ହଳଦୀ ବସନ୍ତ ଆଉ ବସୁନି.. ନା ଚିଠି ଆଉ ଆସୁନି.... ଚିଠି ଆଉ ଆସୁନି...।

By SUBHADRA JENA
 125


More oriya quote from SUBHADRA JENA
0 Likes   0 Comments