STORYMIRROR
ଦ୍ରୁତଗତି...
ଦ୍ରୁତଗତି...
ଦ୍ରୁତଗତି...
“
ଦ୍ରୁତଗତି ମହାବିପତ୍ତି
ଗାଡ଼ି ଚଲା ଧିରେ ଦେଇ ଧ୍ୟାନ ତୁମେ
ଟ୍ରାଫିକ୍ ସଙ୍କେତ ପ୍ରତି
ଧିରେ କାର୍ଯ୍ୟସିଦ୍ଧି ଦ୍ରୁତଗତି ପରା
ଅଟଇ ମହାବିପତ୍ତି ।
କ୍ଷିତୀଶ ଜେନା
କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର
”
28
More oriya quote from Kshitish Jena
Download StoryMirror App