STORYMIRROR
ଦରିଦ୍ର...
ଦରିଦ୍ର ହେଉ ବା...
ଦରିଦ୍ର ହେଉ...
“
ଦରିଦ୍ର ହେଉ ବା ହେଉ ଧନୀକ,
ଅପମାନ ଦିଏ ଦୁଃଖ ଅନେକ।
ଦିଅ ନାହିଁ କାହା ମନରେ ବ୍ୟଥା,
ହାତୀ ଶୋଇ ଯାଏ କହିଲେ କଥା।
କହିଲେ କୋମଳ ବଚନ ବନ୍ଧୁ,
ଦୁଃଖ ବୋଝ ଯାଏ ଉତୁରି କାନ୍ଧୁ।
”
235
More oriya quote from Kulamani Sarangi
Download StoryMirror App