STORYMIRROR
ଦରଦୀ...
ଦରଦୀ ବନ୍ଧୁ
ମୋର...
ଦରଦୀ...
“
ଦରଦୀ ବନ୍ଧୁ
ମୋର ଯେତେ କଥା ଦେଲେ ପଛେ ବ୍ୟଥା
ଭୁଲି ଯାଅ ତମେ ନିଜର ଭାବି
ମୋ କଟୁ ଯାତନା ସହିଯାଅ ତମେ
ସତେକି ନିର୍ମଳ ମୋ ଚିରା ଛବି
ହୃଦୟଟା ମତେ ଖୋଜୁଛି ବୋଲି
ମୋ ଯିବା ଆସିବା ଚାହିଁ ବସୁଛ
ମୁଁ ହତଭାଗାଟା ଜାଣିପାରେନି
ମୋ ଲାଗି କେତେ ଲୁହ ଢାଳୁଛ
”
199
More oriya quote from Anuja Behera
Download StoryMirror App