STORYMIRROR
ଦଳଗତ...
ଦଳଗତ...
ଦଳଗତ...
“
ଦଳଗତ କାର୍ଯ୍ୟ
ସାହାଯ୍ୟ,ବନ୍ଧୁତା ସ୍ନେହଶ୍ରଦ୍ଧା ବଢ଼େ
ଦଳ ଗତ କାର୍ଯ୍ୟଟିରେ
ପରସ୍ପରଠାରୁ ଶିଖୁ ମିଳିମିଶି
କାର୍ଯ୍ୟକରୁ ସହଜରେ ।
କ୍ଷିତୀଶ ଜେନା
କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର
”
29
More oriya quote from Kshitish Jena
Download StoryMirror App