STORYMIRROR

ଦିନେ ସମୟ...

ଦିନେ ସମୟ ଥିଲା ମୁଁ ମୋ ସାଙ୍ଗ ସାଥୀମାନଙ୍କ ସହ ଅନେକ ସମୟ ହସ ମଜାରେ ବିତାଇ ଦେଉଥିଲି। କିନ୍ତୁ, ଧୀରେ ଧୀରେ ମୁଁ ବି ବୁଝି ପାରିଲି ମୋ ପରିବାରର ଉତ୍ତରଦାୟିତ୍ୱ ମୋ ଉପରେ ନ୍ୟସ୍ତ ଅଛି ବୋଲି। ସେଦିନ ଠାରୁ ମଉଜ ମସ୍ତି ଛାଡ଼ି ପାଠ ପଢ଼ାରେ ମନୋନିବେଶ କରିଲି।

By Pratyasha Rout
 22


More oriya quote from Pratyasha Rout
2 Likes   0 Comments