STORYMIRROR

ଧଳା ରଙ୍ଗ...

ଧଳା ରଙ୍ଗ ଦେଖି ଆଜି କାଇଁ ମୋର ତମ କଥା ମନେ ପଡ଼େ, ତମ ତୋଫା ରଙ୍ଗ, ଶାନ୍ତିମୟ ଭାବ, ସରଳତା ଭରା ଆଖି ଯୋଡେ। ପୁଣି ଥରେ ଆଜି ଭାବନା ସହରେ ତମ ପ୍ରତିରୂପ ଆପେ ଆପେ ମନ ଗଢେ।

By Rishab Kapoor
 33


More oriya quote from Rishab Kapoor
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments