STORYMIRROR
ଦେଶର...
ଦେଶର ଆଦର୍ଶ ତ୍ୟାଗ...
ଦେଶର ଆଦର୍ଶ...
“
ଦେଶର ଆଦର୍ଶ ତ୍ୟାଗ ଓ ସଞ୍ଜମ
ବୈଶିଷ୍ଟ୍ୟ ଆଧ୍ୟାତ୍ମିକତା
ଇତିହାସ ଗର୍ଭେ ସାଇତି ହୋଇଛି
କେତେ କୋହଭରା କଥା।
ନିଜ ଠାରୁ ଆଗ ମୋ ଦେଶ ମୋ ମାଟି
ମୋ ଦେଶର ସ୍ୱାଭିମାନ
କମିବନି ଆଉ ତା ଶୌର୍ଯ୍ୟ ମାନ୍ୟତା
ଗଲେ ଯିବ ଏ ଜୀବନ।
ପପୁ ପରିଡା
”
523
More oriya quote from Papu parida
Download StoryMirror App