STORYMIRROR
ଦେଇଥିବା ମିଛ...
ଦେଇଥିବା ମିଛ...
ଦେଇଥିବା ମିଛ...
“
ଦେଇଥିବା ମିଛ ପ୍ରତିଶ୍ରୁତି,ରାଣ କୁ ନେଇ ଜୀବନ କାଟିବି
ନା ! ନିଜକୁ ସେ ଛଳନା ପ୍ରେମରେ ଭିଜେଇ ଭିଜେଇ ଜିଇଁବି ?!
ଦେଇଥିବା ଦାଗକୁ ସ୍ମୃତି ବୋଲି ଭାବି ସାଇତିଵି
ନା! ସେ ଚିହ୍ନକୁ ମିଠା ଦରଜ ଭାବି ଭାବି ମନେ ପକଉଥିବି !?
”
322
More oriya quote from Nirlipta sethi
Download StoryMirror App