Nirlipta sethi
Literary Captain
AUTHOR OF THE YEAR 2021 - NOMINEE

64
ಪೋಸ್ಟ್\u200cಗಳು
2
ಅನುಯಾಯಿಗಳು
1
ಅನುಸರಿಸಲಾಗುತ್ತಿದೆ

କବି କି ଲେଖିକା ନୁହେଁ, ନିଜ ଭାବନାକୁ କେବଳ କଲମ ମୁନରେ ଉତ୍ତାରେ । "ନୁହେଁ ମୁଁ ନିର୍ଲିପ୍ତା ନୁହେଁ ମୁଁ କବିତା ଜୀବନ ପଥରେ ଚାଲୁଛି ଏକା ଯଦି ପଥେ କେବେ ହେଇଯାଅ ଦେଖା ଭାବିନେବ ଯେ ମୁଁ ତୁମ ଗଳ୍ପର ନାୟିକା"

ಸ್ನೇಹಿತರೊಂದಿಗೆ ಹಂಚಿಕೊಳ್ಳಿ

ମୁକ୍ତି ରେ ମୃତ୍ୟୁ ଥାଇପାରେ ହେଲେ .... ମୃତ୍ୟୁ ରେ ମୁକ୍ତି ନ ଥାଏ

ତୁ ରଙ୍ଗଭିଜା ରଙ୍ଗୀନ ଅବିର ମୁଁ ଦରଜଳା ମୁଠେ ଅଙ୍ଗାର ! ତୁମେଆଉମୁଁ

ଆଜି କିଛି ତୁମ କଥା ଲେଖିବି ବୋଲି କଲମ ଧରି ବସେ , ହେଲେ କୋଉଠୁ ଆଉ କଣ ଲେ‌ଖିବି ବୋଲି ଭାବନାରେ ଖାଲି ହସେ

ଚମକ ଫୁଲ ମୁଁ ଅହଂକାରୀ ପ୍ରଜାପତି ଛୁଆଁ ତୁମ ଯାଦୁଗରୀ ! Nir

ଘେରାଏ ଜହରିଆ ଅନ୍ଧାର, ବଞ୍ଚିବାର ଗୋଟେ ବିକଳ୍ପ ମିଠା ସହର 🖤 #ଅନ୍ଧାରିଜୀବନ #nirlipta

ରଙ୍ଗ . . . . . ଦାଗ ବଦଳିଯିବାଟା କେତେ ସମୟ!

He said He is empty , but she knows he has roomfull poetry

ତୁମ ଓଠ ଏମିତି ଭିଜୁଥାଉ କୃଷ୍ଣଚୂଡ଼ା ର ପ୍ରିତିବୋଳା ହସରେ ଓଦା ହେଉଥାଉ ତନୁମନ ମୋର ଲୁହର ଲକ୍ଷେ ଶ୍ରାବଣରେ ।।

ଦେଇଥିବା ମିଛ ପ୍ରତିଶ୍ରୁତି,ରାଣ କୁ ନେଇ ଜୀବନ କାଟିବି ନା ! ନିଜକୁ ସେ ଛଳନା ପ୍ରେମରେ ଭିଜେଇ ଭିଜେଇ ଜିଇଁବି ?! ଦେଇଥିବା ଦାଗକୁ ସ୍ମୃତି ବୋଲି ଭାବି ସାଇତିଵି ନା! ସେ ଚିହ୍ନକୁ ମିଠା ଦରଜ ଭାବି ଭାବି ମନେ ପକଉଥିବି !?


ಫೀಡ್

ಲೈಬ್ರರಿ

ಬರೆಯಿರಿ

ಅಧಿಸೂಚನೆ
ಪ್ರೊಫೈಲ್