STORYMIRROR

ଦୋକାନକୁ...

ଦୋକାନକୁ ଯାଇ ଦାମ କହିଲା ବରା ଦୁଇଟା ,ପିଆଜି ଗୋଟେ ଦିଅନ୍ତୁ। ଦୋକାନି ବାଲା ତେଲୁଗୁ ଲୋକ ତଥାପି ଓଡିଆ ଭାଷାରେ କହିଲା କେତେବେଳେଠୁ ହେଇଗଲା। ଦାମ କହିଲା ହେଇଗଲା ତ ଖାଇବାକୁ କାହିଁକି ଦଉନାହାନ୍ତି । ଆଜ୍ଞା ହେଇଗଲା। ଦୋକାନୀଵାଲା କହିବା ଅର୍ଥ ସରିଗଲାଣି । ଖାଲି ଦାମ ଭେଜାରେ ପଶିଲେ ହେଲା। ଡଃ ଝରଣା ଶତପଥୀ

By Dr Jharana Satapathy
 234


More oriya quote from Dr Jharana Satapathy
17 Likes   0 Comments
19 Likes   0 Comments
26 Likes   0 Comments
32 Likes   0 Comments
13 Likes   0 Comments