STORYMIRROR

ଡାଏରୀ ଭିତରେ...

“ ଡାଏରୀ ଭିତରେ ସାଇତା ହୋଇଥିବା ଶୁଖିଲା ଗୋଲାପ ଆଜି ବି ବହୁତ ପ୍ରଶ୍ନ ପଚାରେ ???? କିନ୍ତୁ ମୁଁ ତ ନିରୁତ୍ତର!!! ଆବାକ୍ ହୋଇ ଚାହିଁବା ଛଡା ମୁଁ ଆଉ କଣ କରିପାରିବି ଯେ??? ମୋ ପାଇଁ ଆସ ନ ପଛେ ସେଇ ଦେଇଥିବା ଗୋଲାପ କୁ ଉତ୍ତର ଦେବା ପାଇଁ ଥରେ ଆସ। #ଭଂଗା ହୃଦୟ ”

By Biswa Mohanty
 244


More oriya quote from Biswa Mohanty
17 Likes   0 Comments
24 Likes   0 Comments
28 Likes   0 Comments
30 Likes   0 Comments
26 Likes   0 Comments