STORYMIRROR

ଚିହ୍ନି...

ଚିହ୍ନି ପାରିଲିନି ଦୁନିଆ କୁ ପ୍ରଭୁ ଖାଇଗଲି ଶକ୍ତ ଧୋକା .. ଆପଣାର ଥିଲେ ଯେତେ ସବୁ ଏଠି କରିଗଲେ ପ୍ରଭୁ ଏକା .. ସ୍ୱାର୍ଥ କୁ ଭାବିଲି ଭଲ ପାଇବା ମୁ ଥିଲି କେତେ ବଡ ବୋକା .. ଭାଙ୍ଗି ଯାଇକି ବି ଆଗକୁ ଚାଲିଛି ତୁମେ ମୋର ପ୍ରଭୁ ସଖା...

By Abismita Mishra
 21


More oriya quote from Abismita Mishra
0 Likes   0 Comments
2 Likes   0 Comments
2 Likes   0 Comments
2 Likes   0 Comments
1 Likes   0 Comments