STORYMIRROR

ଛୋଟ ମୋର...

“ ଛୋଟ ମୋର ଗାଁ .... ସବୁଠୁ ଅଲଗା ଆମରି ଗ୍ରାମ ସୁକୁନାଭଟା ଅଟେ ତାରି ନାମ, ଗ୍ରାମର ମଝିରେ ମୋଟ ଛୋଟିଆ ଘର ସତେକି ଯେମିତି ସରଗପୁର, ଦୂରରୁ ଦିଶଇ ମଦିର ଧ୍ୱଜା ମହାଦେବ ସେଇଠି ପାଆନ୍ତି ପୂଜା , ଗ୍ରାମର ଶେଷରେ ଜଗି ବସିଛନ୍ତି ଶିବଶଙ୍କର ପ୍ରତ୍ୟେକ ଲୋକଙ୍କର ପ୍ରଭୁଙ୍କ ପ୍ରତି ଆତ୍ମବିଶ୍ବାସ ଅତିଗଭୀର, ”

By ସୁରେନ୍ଦ୍ର ମିଶ୍ର
 52


More oriya quote from ସୁରେନ୍ଦ୍ର ମିଶ୍ର
1 Likes   0 Comments
1 Likes   0 Comments