STORYMIRROR

ବୁଝିଲ ଋନୁ...

ବୁଝିଲ ଋନୁ ବୋଉ ଏ ସୁଯୋଗଟିକୁ ଆଉ ହାତଛଡା କରିବାନି କେତେ ଶୀଘ୍ର ଆମ ଝିଅ ବାହାଘର ସାରିଦେବା । ଆରେ ତାର କାରଣ କ'ଣ କହୁନ ? ବର୍ତ୍ତମାନ ପରା ନ୍ୟୁଜ ଆସିଛି କରୋନା ଲାଗି ବାହାଘରରେ ଭୋଜି ମନା। ଅତିଥିମାନଙ୍କୁ ଦିଆଯିବ ଖାଦ୍ୟ ପୁଡିଆ । ଆରେ ଓ୍ବା ଭଲ କଥାଟି କହିଲ ସତରେ ଏ କରୋନା ଆମର ପଇସା ବଞ୍ଚାଇଦେଲା। ଡଃ ଝରଣା ଶତପଥୀ

By Dr Jharana Satapathy
 194


More oriya quote from Dr Jharana Satapathy
17 Likes   0 Comments
19 Likes   0 Comments
26 Likes   0 Comments
32 Likes   0 Comments
13 Likes   0 Comments