STORYMIRROR

          ...

           ବର୍ଷ ବର୍ଷ ଅପେକ୍ଷା କରି             ଶତ ଚେଷ୍ଟା ପରେ ବି         ଏକ ତରଫା ଯେତେ ଚାହିଁ     କାହାଠୁ ଭଲ ପାଇବା ପାଏ ନାହିଁ,            ହୃଦୟ ଭାବ ହୃଦୟକୁ           ଥରେ ଯେବେ ଯାଏ ଛୁଇଁ           ନିମିଷକେ ପରସ୍ପର ମଧ୍ୟେ           ଭଲ ପାଇବା ଯାଏ ହୋଇ        ଜଣେ ଝୁରେ ଆଉ ଜଣକ ପାଇଁ।

By Kabiratna N.K. Behera
 14


More oriya quote from Kabiratna N.K. Behera
0 Likes   0 Comments