STORYMIRROR
ବୋଉ
ସ୍...
ବୋଉ
ସ୍ନେହ ପ୍ରେମ...
ବୋଉ
ସ୍ନେହ...
“
ବୋଉ
ସ୍ନେହ ପ୍ରେମ ସୁଧା ଛଳ
ଉଷ୍ମ ମୋ ବୋଉ ର କୋଳ
ଅପାସୋରା ତା ଚୁମ୍ବନ
ବାତ୍ସଲ୍ୟ ର ଅନୁବନ୍ଧନ
ଲଳିତ ସୁହାଗ ଭରା
ଅବୟବ ତା'ର ତୋରା
ସତେ ସଞ୍ଜ ଦୀପ ଟିଏ
ଦିକ ଦିକ ଜଳୁଥାଏ
ତା ସହ କେ ହେବ ସରି
ଗାଇବି ତା ଅନ୍ତାକ୍ଷରୀ |
ରୂପବତୀ ବିଳାସିନୀ
କୋମଳ ଚାରୁ ହାସିନୀ
ଜୀବନ୍ତ ଠାକୁରାଣୀ ମଞ୍ଜୁଳଦେହୀ
ତା ପାଇଁ ହସଇ ଘର
ସୃଷ୍ଟି ହୁଏ ମଧୁଝର
ଆୟୁଷ ଆଶୀଷ ତା ର ସବୁରି ପାଇଁ |
ଛଳ ଛଳ ମଧୁବେଶ
ଅନୁପମ ମୃଦୁହାସ
ଜାୟା ଜନନୀ ଭଗିନୀ ତନୁବଲ୍ଲରୀ
ଆମ ଘର ଠାକୁରାଣୀ
ସୁଧା ସଞ୍ଜିବନୀ ବୁଣି
ମଧୁର ମମତ
”
18
More oriya quote from Manorama Mohanty
Download StoryMirror App