STORYMIRROR

ବନ୍ଧନ ଯାହାର...

“ ବନ୍ଧନ ଯାହାର ଅନ୍ତହୀନ ମମତା ଯାହାର ଅସୀମ କହିବା ପୂର୍ବରୁ ବୁଝେ ଯିଏ ମନ ବିପଦ ରେ ଯେ କୋଳେଇ ନିଏ ପଣତ ରେ ଯିଏ ଆବୋରି ନିଏ ଆରମ୍ଭରୁ ଶେଷ ଯାଏ ତା ପିଲା ପାଇଁ ମଙ୍ଗଳ କାମନା କରୁଥାଏ ମାଆ ପରା ଅଟେ ସିଏ dr samir ”

By DR SAMIR RANJAN BEHERA
 319


More oriya quote from DR SAMIR RANJAN BEHERA
2 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments