I'm DR SAMIR RANJAN and I love to read StoryMirror contents.
Share with friends
ଏତେ କାହିଁ ଉତୁରୁଛୁ ଟଙ୍କା ଧନ ପାଇ ଫୁଲୁଛୁ ଧରାକୁ ସାରା ମନେକରୁଛୁ ବାବୁ ରେ ଧର୍ମ କୁ ଟିକେ ଡରିବ କେ ଜାଣେ ବିଦାୟ ବେଳ କେବେ ଆସିବ l @samir
କିଏ ମୋତେ ପାଏ ଝାଳ ବୁହାଇ କିଏ ପାଏ ପୁଣି ନେଟ୍ ରେ ବସି କିଏ ଗୁଣ୍ଡାଗିରି କରି ପୁଣି କିଏ ଭିକ୍ଷା ବୃତ୍ତି କରି ମୁଁ ଟଙ୍କା, ମୁଁ ନୁହେଁ କାହାରି l