STORYMIRROR
ବଳାତ୍କା...
ବଳାତ୍କାରୀ ଛୋଟ...
ବଳାତ୍କାରୀ...
“
ବଳାତ୍କାରୀ ଛୋଟ ପୋଷାକ ଦେଖି ବଳାତ୍କାର କରେନି, ସେ ତା ଇଚ୍ଛା କୁ ଚରିତାର୍ଥ କରିବାକୁ କରିଥାଏ l
କାରଣ ଛୋଟ ଝିଅ ଟିଏ ଜନ୍ମରୁ ଶାଢ଼ୀ ପିନ୍ଧି ରହିବନି କି ଷାଠିଏ ବର୍ଷ ର ବୁଢ଼ୀ ଯୌବନ ଦେଖାଇ ଆକର୍ଷିତ କରେନି,ନା ରାସ୍ତାରେ ଶୋଉଥିବା ପାଗେଳୀ ଟିର ପୋଷାକ ଜ୍ଞାନ ଥାଏ l
”
281
More oriya quote from Debaki Behera
Download StoryMirror App