STORYMIRROR
ବିଶ୍ବ...
ବିଶ୍ବ ତାପମାତ୍ରା ...
ବିଶ୍ବ...
“
ବିଶ୍ବ ତାପମାତ୍ରା ବୃଦ୍ଧି ସମଗ୍ର ମାନବ ସମାଜ ପାଇଁ ଚିନ୍ତାର କାରଣ ପାଲଟିଛି।
ଏହାର ତାପମାତ୍ରା ହ୍ରାସ କରିବାକୁ ହେଲେ ପ୍ରଦୂଷଣ କମାଇବା ସହ ପରିବେଶ ସୁରକ୍ଷା ପ୍ରତି ସମସ୍ତେ ସଚେତନତା ହୋଇ ଅଧିକରୁ ଅଧିକ ଧ୍ୟାନ ଦେବା ନିହାତି ଜରୁରୀ ଅଟେ। ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରାନଗଲେ ପୃଥିବୀ ପ୍ରତି ମହାବିପଦ ମାଡି ଆସିବ।
ଡଃ ଝରଣା ଶତପଥୀ
”
283
More oriya quote from Dr Jharana Satapathy
Download StoryMirror App