STORYMIRROR
ବିପଦେ ସାହସ...
ବିପଦେ ସାହସ...
ବିପଦେ ସାହସ...
“
ବିପଦେ ସାହସ ଧର
ବିପଦ ସର୍ବଦା ଆସେ ଢ଼େଉ ପରି
ଯିବାନି କଦାପି ଡରି
ବିପଦ ସମୟେ ସାହସ ଧରିଲେ
ବିପଦରୁ ଯିବା ତରି ।
କ୍ଷିତୀଶ ଜେନା
କଣ୍ଟିଗଡ଼ିଆ,ଧର୍ମଶାଳା, ଯାଜପୁର
”
260
More oriya quote from Kshitish Jena
Download StoryMirror App