STORYMIRROR

ବିକଳ ଏ ମନ...

ବିକଳ ଏ ମନ ପ୍ରତାରଣା ର ଆଭାସେ ,ପ୍ରତି ଟି ମୁହୁର୍ତ୍ତ ଲାଗେ ଅନ୍ଧକାର କାଳ ରାତ୍ର ସକାସେ,ଜ୍ୟୋତି ଟିଏ କରି ଉଜ୍ଜ୍ବଳ ମୋ ମନ ଭିତରେ ସ୍ଥାପନା କରିବାକୁ ଇଛା ଏକ ଦୃଢ ବିଶ୍ବାସ ମୋ ସାହାସେ, ବିଭିନ୍ନ ପରିସ୍ଥିତିର ଅନୁସରଣେ ମୁଁ ଯେ ପ୍ରତ୍ୟକ୍ଷ ସାକ୍ଷୀ ଏକ ନୁହେ ଅନେକ ରହସ୍ଯେ।

By Puja rani Pradhan
 22


More oriya quote from Puja rani Pradhan
0 Likes   0 Comments
0 Likes   0 Comments