STORYMIRROR
ବୀର...
ବୀର ସୁରେନ୍ଦ୍ର...
ବୀର...
“
ବୀର ସୁରେନ୍ଦ୍ର ସାଏ
ସୁକାନ୍ତ ଖଣ୍ଡା
ଈଶ୍ବର ଇଛାରେ ମଙ୍ଗଳ ଲଗନେ
ଓହ୍ଲାଇଲ ମରତକୁ
ଇଂରେଜ ମାନଙ୍କୁ ଭାରତ ମାଟିରୁ
ପୂରାପୂରି ତଡି଼ବାକୁ
ଧରିଲ ଧନୁ ତୀରକୁ
ହଇଚଇ କରି ଧ୍ବଂସ କରିବାରୁ
କରିଲେ ହତ୍ଯା ତୁମକୁ।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
”
21
More oriya quote from SUKANTA KHANDA
Download StoryMirror App