STORYMIRROR
ବିଧିର୍...
ବିଧିର୍ ବିଧାନ୍...
ବିଧିର୍...
“
ବିଧିର୍ ବିଧାନ୍ କିଏ ପାର୍'ବା ଟାଲି
ୟାସ୍' ତୁଇ ଆସିଛୁ ଆ'
ହେଲେ, ପ୍ରଳୟକାରୀ ନାଇଁ ହେଇକରି
ମଙ୍ଗଲ୍ ମୟୀ ହେଇ ଆ'
କୋରୋନା କେ ଉହୁଲେଇ ନେଇ ଯା'
ଉଡେଇ ନେଇ ଯା '
ଧରା କେ ନିର୍ମଲ୍ କରି ଯା' ା
-Alhadini-
”
330
More oriya quote from Alhadini Panigrahi dash
Download StoryMirror App