STORYMIRROR
ବିଦାୟ-୨...
ବିଦାୟ-୨୦୧୩
...
ବିଦାୟ-୨୦୧୩
...
“
ବିଦାୟ-୨୦୧୩
ସୁକାନ୍ତ ଖଣ୍ଡା
ହିଂସା ଦ୍ୱେଷ ଘୃଣା ଶୋଷଣ ଲୁଣ୍ଠନ
ଧର୍ଷଣ ଅଥବା ଚୋରି
କରିଥିବା ପାପ ବିଦାୟ ବର୍ଷରେ
ଅନୁତାପେ ଆଜି ଝୁରି
ଯେମିତି ଏ ମହାମାରୀ
କ୍ଷମା କରିଦେବ ନିଜର ଗୁଣରେ
ଗଲିଣି ଦେଖୁନ ସରି।
***
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
”
21
More oriya quote from SUKANTA KHANDA
Download StoryMirror App