STORYMIRROR

ବିଚାରେ...

ବିଚାରେ ପଣ୍ଡିତ ଆଚାରେ ଲକ୍ଷ୍ମୀ ସୁଚାରୁ ଚାଳନେ ଦକ୍ଷତା ମାପି । ଲେଖାରେ ଭାବନା ହିତରେ ଚିନ୍ତା ଗାନାର ଶ୍ରବଣେ ସ୍ବର ମଧୁତା । ଖାଦ୍ୟର ସ୍ବାଦତା ଲବଣ ଭାଗ ସାହସ ସାଧୁତା ପୁରୁଷ ଗର୍ବ । ନାରୀର ଶୋଭା ଲଜ୍ଜ୍ୟାଶୀଳତା ହସି କହୁଥିବ ନୁଆଁଇ ମଥା । ଛାତ୍ରବତ୍ସଳତା ଗୁରୁ ମର୍ଯ୍ୟାଦା ଆଜ୍ଞାବାହୀ ଶିଷ୍ଯ ଜଗତ ଜିତା । ଅଳପ କଥାରେ ଦରଦୀ ଭାବ ଜନତାର ମନ ତେବେ ଜିତିବ ।

By Golak bihari Sahoo
 15


More oriya quote from Golak bihari Sahoo
0 Likes   0 Comments