STORYMIRROR

ବହୁତ ଦିନ...

ବହୁତ ଦିନ ପରେ ଘରକୁ ଯାଇଥାଏ। ହଷ୍ଟେଲ ଫେରିବା ଦିନ ବାପା କୌଣସି କାମରେ ବାହାରକୁ ଯାଇଥାନ୍ତି। ମୁଁ ଯିବ ପାଇଁ ବାହାରିବା ବେଳକୁ ମାଆ ମୋ ହାତରେ ୫୦ ଟଙ୍କା ଗୁଞ୍ଜି ଦେଇ କହିଲା ବାପା ତ ଆସିନାହାନ୍ତି, ମୁଁ ବା କଉଠୁ କଣ ଆଣିବି ଯେ ଦେବି, ଏତିକି ରଖିଥା ହାତ ଖର୍ଚ୍ଚ କରିବୁ। ମନେ ମନେ ଭାବୁଥିଲି ଗୋଟେ ଆତ୍ମା କୁ ନିଜ ହାଡ଼ ମାଂସ ଦେଇ ନୂଆ ଜୀବନ ଦେଲୁ ଆଉ ପୁଣି କଣ ଦେଇଥାନ୍ତୁ....।

By Banasmita Behera
 608


More oriya quote from Banasmita Behera
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments