STORYMIRROR
ଭ୍ରମଣ ପାଇଁ...
ଭ୍ରମଣ ପାଇଁ...
ଭ୍ରମଣ ପାଇଁ...
“
ଭ୍ରମଣ ପାଇଁ ଖର୍ଚ୍ଚ କରି,
ନ'ରହ ବନ୍ଧୁ ଦୁଃଖ କରି,
ଭ୍ରମଣ ଜ୍ଞାନ ବୃଦ୍ଧି କରେ,
ବ୍ୟକ୍ତିତ୍ଵ ଉଜ୍ଜ୍ୱଳ ସେ କରେ।
ପରିବାରକୁ ସଙ୍ଗେ ଧରି,
ଭ୍ରମଣ କର ମନ ଭରି।
”
140
More oriya quote from Kulamani Sarangi
Download StoryMirror App