STORYMIRROR

ବହିଗଲା କେତେ...

“ ବହିଗଲା କେତେ ଶରୀରୁ ରକତ ଝୁଲିଲା କେତେ ଯେ ବେକ ଛାର ଇଂରେଜ ମାରିକି ପାରିଲେ ଆମ ସ୍ବାଧୀନତା ଭୋକ। ଶରୀର ହୋଇଲା ରକ୍ତ ଜର୍ଜରିତ ପିଠିରେ ପଡିଲା ବେତ ଶୋଷଣ ପୀଡନ ସବୁକୁ ଏଡାଇ ଉଡିଲା ତ୍ରିରଙ୍ଗା ନେତ । ପପୁ ପରିଡା ”

By Papu parida
 336


More oriya quote from Papu parida
5 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments
3 Likes   0 Comments