STORYMIRROR

ଭାଷଣ ରେ ଅବା...

“ ଭାଷଣ ରେ ଅବା ମିଥ୍ୟା ପ୍ରଲୋଭନେ ଉନ୍ନତ ହୁଏ କି ଦେଶ ରକ୍ଷକ ଯଦି ଭକ୍ଷକ ସାଜି,ଧରେ ଏଣ୍ଡୁଅ ର ରୁପ ବେଶ ପେଟ ପୁରେ କିବା ଶୁଣି ଶୁଣି କରି ମିଛ ସତ ଉପଦେଶ ଭାଷଣ ରେ ଅବା ମିଥ୍ୟା ପ୍ରଲୋଭନେ ଉନ୍ନତ ହୁଏ କି ଦେଶ ା -ଆହ୍ଲାଦିନୀ- ”

By Alhadini Panigrahi dash
 238


More oriya quote from Alhadini Panigrahi dash
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments