STORYMIRROR
ଭାଇ...
ଭାଇ ,ଭଉଣୀ ଙ୍କ...
ଭାଇ ,ଭଉଣୀ...
“
ଭାଇ ,ଭଉଣୀ ଙ୍କ ପବିତ୍ର ସଂପର୍କ
ଭାବ ର ସୁତା ରେ ଝୁଲୁଛି
ଭଉଣୀ ଓଠ ର ମଧୁ ବରଷା ରେ
ଭାଇ ର ହୃଦୟ ଭିଜୁଛି
ସ୍ନେହ, ପ୍ରେମ ର ବାରତା ଦେବାକୁ
ବର୍ଷେ ପରେ ରାକ୍ଷୀ ଆସିଛି ା
-ଆହ୍ଲାଦିନୀ-
”
181
More oriya quote from Alhadini Panigrahi dash
Download StoryMirror App