STORYMIRROR

ଭାଗ୍ୟର...

ଭାଗ୍ୟର ଲେଖନୀ ଆଗରେ କାହାର ଦମ୍ଭ ନ ରହେ, ଘଟିବାକୁ ଯାହା ଅଛି ତା ସଦା ହି ଘଟିଥାଏ, କର୍ମ ଆଉ ଲୁହ ଏ ଦୁଇଟି ମାତ୍ର ନିଜର, ବାକି ସମୟ ଖେଳରେ ସବୁ ପର ହୋଇ ରହିଯାଏ।

By Bindhyabasini Jena
 113


More oriya quote from Bindhyabasini Jena
1 Likes   0 Comments