STORYMIRROR
ବଗିଚାରେ ନାନା...
ବଗିଚାରେ ନାନା...
ବଗିଚାରେ...
“
ବଗିଚାରେ ନାନା ଜାତି ଫୁଲ ଫୁଟିଛି
ଏକଥା ଜାଣିଛି,
ଜଣେ କେହି ଇଶାରା କରି କହୁଛି
ଫଗୁଣ ଏବେ ଏବେ ପଶିଛି
ସେଥିପାଇଁ ପ୍ରେମର ବାସ ଏତେ ଦୂରକୁ ଛୁଟୁଛି ।
”
19
More oriya quote from Dr. Shiba Prasad Tripathy
Download StoryMirror App